କଣ୍ଟାମାଳ: ସିଆଳିଝୁଲି ଗ୍ରାମରେ ୩୭ ତମ କୁରାଳ ପଞ୍ଚମୀ ପାଳିତ
ସିଆଳିଝୁଲି ଗ୍ରାମରେ ୩୭ ତମ କୁରାଳ ପଞ୍ଚମୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ସିଆଲଝୁଲି ଗ୍ରାମରେ ୩୭ ତମ କୁରାଳପଞ୍ଚମୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୁଜା ପାଇଁ ଗ୍ରାମର କୁରାଳ (କୁମ୍ଭାର) ସମ୍ପ୍ରଦାୟର ସମସ୍ତ ଗ୍ରାମବାସୀ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କର୍ତ୍ତା ଭାବରେ ଶ୍ରୀ ମନୋଜ ରଣା ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ରଣା ଦାୟିତ୍ତ୍ଵ ତୁଲାଉଥିବା ବେଳେ ପୂଜକ ଶ୍ରୀ ବିରେନ୍ଦ୍ର ଚାନ୍ଦ ପୂଜାକାର୍ଯ୍ୟ ଓ କୁରାଳପୁରାଣ ପଠନ କରିଥିଲେ । ଏଥିରେ ଲକ୍ଷ୍ମୀ ନାରାୟଣ ଏବଂ ଇଷ୍ଟଦେବତା