ଦେବଗଡ: କେନ୍ଦେଇଜୁରୀ ଗ୍ରାମରେ ଗୋମାଂସ ଚାଲାଣ ବେଳେ ସଙ୍ଘବଦ୍ଧ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଆହତ, ପୋଲିସର ତଦନ୍ତ ଆରମ୍ଭ
Debagarh, Debagarh (Deogarh) | Sep 3, 2025
ଦେବଗଡ ଜିଲ୍ଲା ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ପିଟି ପିଟି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ତେରେଣ୍ଡାକଟା...