ଗରିବ ଭୂମି ହୀନ ହିତାଧୂକାରୀଙ୍କୁ ଜଙ୍ଗଲ ଜମି ଯୋଗାଇ ଦେବା ନାଁରେ ଲାଞ୍ଜିଗଡା଼ ନିର୍ବାଚନ ମଣ୍ଡଳି ଅଧୀନସ୍ଥ ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଗ୍ରାମ ପଂଚାୟତ ଅଧିନସ୍ଥ ଭାଟିପାସ ଗାଁରେ ହେଇଛି ଠକେଇ । ଗରିବ ହୀତାଧିକାରୀଙ୍କୁ ଠକେଇ କରି ଟଙ୍କା ନେଇଥିବା ଶୁକ୍ରବାର ଅପରାହ୍ନ ୫ଟା ବେଳେ ପ୍ରତିକ୍ରିୟା ରଖିଛନ୍ତି ଭାଟିପାସ ଗ୍ରାମବାସୀ । କୌଣସି ଏକ ବେସରକାରୀ ସଂସ୍ଥାର କର୍ମକର୍ତା ଜଙ୍ଗଲ୍ ଜମି ଯୋଗାଇ ଦେବା ପାଇଁ ସର୍ଭେ ନାଁରେ ସରଳତାର ସୁଯୋଗ ନେଇ ଠକେଇ କରିଥିବା ସୂଚନା ମିଳିଛି।