କୋରାପୁଟ ସହର: କୋରାପୁଟ ସହର..ଆଜି ପାଞ୍ଚ ଟା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରକାରୀ ପଲିଟେକନିକ କଲେଜକୋରାପ
କୋରାପୁଟ ସହର..ଆଜି ପାଞ୍ଚ ଟା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରକାରୀ ପଲିଟେକନିକ କଲେଜକୋରାପୁଟର ୧୦ମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଇ ବୋଇଥକ୍ ରେ କୋରାପୁଟ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ପଲିଟେକନିକ୍ କଲେଜ୍ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।