ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ବରଗାଁ ଗ୍ରାମବାସୀ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ସମ୍ବଲପୁର ଜିଲ୍ଲା ବରଗାଁ ଗ୍ରାମବାସୀ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାଇ ଏହି ଅଂଚଳ ରେ ରାସ୍ତା ପ୍ରସସ୍ତି କରଣ ପାଈଁ ଘର ଭାଙ୍ଗିବାକୁ ଅଂଚଳବାସୀଙ୍କୁ ନୋଟିସ ଜାରି କରାଯାଇଛି l ସେପଟେ ଅଂଚଳ ବାସୀ ବହୁ ବର୍ଷ ହେବ ଏହି ସ୍ଥାନରେ ଘର କରି ରହିଆସୁଛନ୍ତି l ସେପଟେ ଥଇଥାନ ଦାବି ନେଇ ଅଂଚଳବାସୀ ଆଜି ଦିନ 11ଟାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି l