ପାଲଲହଡା ପୋଲିସ ପାଲଲହଡା ସହରର ପ୍ରମୁଖ ଅଞ୍ଚଳଗୁଡ଼ିକରେ ପୋଲିସର ଉପସ୍ଥିତି ବୃଦ୍ଧି କରିବା ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସାମାଜିକ ସଦଭାବକୁ ସୁଦୃଢ଼ କରିବା ପାଇଁ ପାଲଲହଡ଼ା ପୋଲିସ ତରଫରୁ ଶନିବାର ସନ୍ଧ୍ୟା ୭ ଘଟିକା ସମୟରେ ଫୁଟ ପେଟ୍ରୋଲିଙ୍ଗ କରାଯାଇଥିଲା। ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଆମର ପ୍ରତିବଦ୍ଧତା ଜାରି ରହିବ ବୋଲି ପାଲଲହଡ଼ା ପୋଲିସ ପ୍ରଶାସନ କହିଛି ।