ପୁରୀ ମ୍ୟୁନିସିପାଲଟି: ଶ୍ରୀ କ୍ଷେତ୍ର ରେ ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ଷୋଡଶଦିନାତ୍ମକ ପୂଜା ନେଇ ଶ୍ରୀ ମନ୍ଦିର ନିକଟରେ ପ୍ରତିକ୍ରିୟା ଦେଲେ ମୁକ୍ତିମଣ୍ଡପ ପଣ୍ଡିତ
Puri M, Puri | Sep 14, 2025 ଶ୍ରୀ କ୍ଷେତ୍ର ରେ ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ଷୋଡଶଦିନାତ୍ମକ ପୂଜା ନେଇ ଶ୍ରୀ ମନ୍ଦିର ନିକଟରେ ପ୍ରତିକ୍ରିୟା ରଖିଛନ୍ତି ମୁକ୍ତି ମଣ୍ଡପ ପଣ୍ଡିତ l ଆଜି ଦିନ 12 ସମୟରେ ପ୍ରତିକ୍ରିୟା ରଖିଥିଲେ ମୁକ୍ତି ମଣ୍ଡପ କାର୍ଯ୍ୟକାରୀ ସଭାପତି l