Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ସତିହାରୀ ସରକରୀ ବାଳିକା ହାଇସ୍କୁଲ ରେ ଅଭିମୁଖୀକରଣ ତାଲିମ ଶିବିର

ଭଟଲି ସତିହାରୀ ସରକରୀ ବାଳିକା ହାଇସ୍କୁଲ ରେ ଅଭିମୁଖୀକରଣ ତାଲିମ ଶିବିର ଭଟଲି ସତିହାରୀ ସରକାରୀ ବାଳିକା ହାଇସ୍କୁଲ ରେ ଅଭିମୁଖୀକରଣ ତାଲିମ ଶିବିର ଆଜି ସକାଳ ୧୦ ଟାରେ ଆରମ୍ଭ ହୋଇଥିଲା।ଏଥିରେ ଭଟଲିବିଇଓ ଅମୃତା ସାହୁ,ଏବିଇଓ ରିତାରଣୀ ତ୍ରିପାଠୀ,ଭଟଲି ସତିହାରୀସରକାରୀବାଳିକାହାଇସ୍କୁଲରପ୍ରଧାନ  ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା, ଭଟଲିକ୍ଲଷ୍ଟରର ସିଆରସିସି ଲୋକ ନାଥ ମେହର, ବିଆରଟି ହରିବନ୍ଧୁ ଭୋଇ, ବିଆରଟି ଛନ୍ଦାଚରଣ ମେହେର,  ସିଆରସିସି ସୁଦାମ ସାହୁ, ସୁଶାନ୍ତ ସୁନା, ଶୁକ୍ର ଗର୍ଡିଆ, ରୋହିତ ମହାନନ୍ଦ, ସୁଜିତ ନନ୍ଦ, ସଞ୍ଜୟସାହୁ,ଜୟରାଜ ନାୟକ, ଗୁପ୍ତଚନ୍ଦ୍ର ରଏ ପ୍ରମୁଖ ଥିଲେ।

MORE NEWS

ଭଟଲି: ଭଟଲି ସତିହାରୀ ସରକରୀ ବାଳିକା ହାଇସ୍କୁଲ ରେ ଅଭିମୁଖୀକରଣ ତାଲିମ ଶିବିର - Bhatli News