ଏମ.ଭି ୭୯: ପଡିଆ ବ୍ଲକ ଅନ୍ତର୍ଗତ ଗିରିକାନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପନ ତାଲିମ କାର୍ଯ୍ୟକ୍ରମ
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗିରିକାନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଥିବା ଆଶ୍ରମ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପନ ଓ ଫାଷ୍ଟ ଏଡ୍ ବାବଦରେ ମକଡିଲ ଓ ତାଲିମ କରାଯାଇଅଛି।