ମୋରଡା: ରସୁଣୀଆ ଗାରେ କୂଅରେ ପଡି ଏବଂ ଖେରଣା ଗାଁରେ କେନାଲରେ ବୁଡି ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ପୃଥକ ମାମଲା ରୁଜୁକରି ଉଭୟ ମୃତଦେହ ଜବତକଲା ପୁଲିସ
Muruda, Mayurbhanj | Aug 27, 2025
ମୋରଡା ନିର୍ବାଚନମଣ୍ଡଳୀ ତଥା ଶୁଳିଆପଦା ଥାନା ଅଧୀନ ରସୁଣୀଆ ଗାଁ ଏବଂ ଖେରଣା ଗାଁରେ ଦୁଇଜଣ ପାଣିରେ ବୁଡି ମୃତ୍ୟୁବରଣ କରିବା ଘଟଣାରେ ଉଭୟ...