ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ଗୋଲବଜାର ସ୍ଥିତ ଦୁର୍ଗା ମନ୍ଦିର ନିକଟରୁ ଜଣେ ମହିଳା ସୁନା ଚେନ ଲୁଟ ଅଭିଯୋଗ
ଟାଉନ ଥାନା ଅନ୍ତର୍ଗତ ଗୋଲବଜାର ସ୍ଥିତ ଦୁର୍ଗା ମନ୍ଦିର ନିକଟରୁ ଜଣେ ମହିଳା ସୁନା ଚେନ ଲୁଟ ଅଭିଯୋଗ ମିଳିଥିବା ସୂଚନା ଅନୁଯାଇ ଆଜି ଦିନ ପ୍ରାୟ 12ଟାରେ ଉକ୍ତ ମହିଳା ଙ୍କ ସୁନା ଚେନ ଟି ଲୁଟ ହେଇଯାଇଥିଲା l ଏହା ପରେ ଉକ୍ତ ମହିଳା ପରିବାର ବର୍ଗ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି l