୯ ଜାନୁଆରୀ ୨୦୨୬ ମସିହା ସକାଳ ୧୧ଟାରୁ ଅପରାହ୍ନ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଲାଞ୍ଜିବେର୍ନା ଖଣି ପାଇଁ ଜମି ଅଧିଗ୍ରହଣ ମାମଲାରେ ଜିଲ୍ଲା ପ୍ରଶାସନ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରି କୁତ୍ରା ବ୍ଲକ ଅନ୍ତର୍ଗତ ଖଟଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କେତେକ ପଟା ଜମିକୁ "ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ " ସପକ୍ଷରେ ଜମି ଅଧିଗ୍ରହଣ ପାଇଁ ଜବରଦସ୍ତ ଦାଦାଗିରି ଦେଖାଇ ୨୬ ପଟାରେ ଥିବା ପ୍ରାୟ ୩୬ଏକର ଚାଷଜମିକୁ ମେସିନ ଚଳାଇ ନଷ୍ଟ କରିଦେଇଥିଲେ, ଫଳରେ ଜମିରେ ଲଗାଯାଇଥିବା ଡାଲିଜାତୀୟ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି, ଏପରି ପରିସ୍ଥିତିରେ ଜମିମାଲିକ ଓ ଅଂଚଳବାସୀମାନେ ମିଳିତବେକରିବାରୁ