ରାୟଗଡା: ବେନିୟମ ବାଲି ଚୋରା ଚାଲାଣ ବେଳେ ଗୁଡ଼ାରୀ ଛକ ନିକଟରେ ଗୁମୁଡା ଫାଣ୍ଡି ପୋଲିସର ଚଢାଉ, ୨ ବାଲି ବୋଝେଇ ଟ୍ରକ ଜବତ
Rayagada, Rayagada | Aug 25, 2025
ରାୟଗଡ଼ା ଜିଲ୍ଲା ଗୁମୁଡା ଫାଣ୍ଡି ପୋଲିସ ୨ବାଲି ବୋଝେଇ ହାଇୱା ଟ୍ରକ୍ କୁ ଜବତ କରିଛି। ବେଆଇନ୍ ଭାବରେ ବାଲି ଚୋରାଚାଲାଣ ହେଉଥିବାରୁ ଭୋର ସମୟ...