ଅନ୍ତଦେୟ ଗୃହ ଯୋଜନାରେ ଅନିୟମିତତା ଅଭିଯୋଗ ନେଇ ମାନେଶ୍ଵର ବ୍ଲକ ବରଗାଁ ଭାରଦୋଳ ଗ୍ରାମବାସୀ ଆଜି ଦିନ 1ଟାରେ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାଇ ପୂର୍ଵ ସରକାର ଥିବା ସମୟରେ ସେହି ଗ୍ରାମ ର ଜଣେ ନାରୀ ନେତ୍ରୀ ପରିବାର ଲୋକଙ୍କ ନାଁ ରେ ଅନ୍ତଦେୟ ଯୋଜନା ରେ ସାମିଲ କରାଇ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥୁବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏ ନେଇ ତଦନ୍ତ କରାଯାଉ ବୋଲି ଦାବି ନେଇ ଗ୍ରାମବାସୀ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି l