ନୂଆପଡା: ତେଲିପଡ଼ା ପୂଜା ମଣ୍ଡପ ରେ ମହା ଅଷ୍ଟମୀ ପୂଜା ପାଇଁ ବ୍ରତ ଧରି ଙ୍କ ପ୍ରବଳ ଭିଡ଼
ନୂଆପଡ଼ା ଜିଲ୍ଲା ସଦର ମହକୁମା ତେଲି ପଡ଼ା ଛକରେ ଆୟୋଜିତ ଜଗତ ଜନନୀ ମା ନି ପୂଜା ମଣ୍ଡପ ରେ ଆଜି ମହାଷ୍ଟମୀ ପୂଜା କରାଯାଇଛି।ଏହି ଅବସରରେ ଅଷ୍ଟମୀ ବ୍ରତ କରିଥିବା ଝିଅ ମହିଳା ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ଓ ସନ୍ଧ୍ୟା ସାଢେ ସାତଟା ସମୟରେ ମା ଙ୍କ ମହା ଆଳତି ଦର୍ଶନ କରିଥିଲେ।।ଭିଡ଼ କୁ ଦେଖି ଆୟୋଜକ କମିଟି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।