କୋରାପୁଟ ସହର: କୋରାପୁଟ ସଦର ପୋଡଗଡ ରେ କୋରାପୁଟ ଅଗ୍ନିଶମ ବିଭାଗ ତରଫରୁ ବେଆଇନ ଭାବେ ବିକ୍ରି ହେଉଥିବା ବାଣ କୁ ନେଇ ସଚେତନତା
କୋରାପୁଟ ସଦର... କୋରାପୁଟ ସଦର ପୋଡ଼ାଗଡ ରେ କୋରାପୁଟ ଅଗ୍ନିଶମ ବିଭାଗ ତରଫ ରୁ ବେଆଇନ୍ ଭାବେ ବିକ୍ରୀ ହେଉଥିବା ବାଣ କୁ ନେଇ ସଚେତନା କରିଚନ୍ତି।ଆଜି ପ୍ରାୟ ତିନି ଟା ସମୟରେ ପୋଡ଼ାଗଡ ର ପ୍ରତି ଦୋକାନ କୁ ଦୋକାନ ବୁଲି ସଚେତନ କରାଇଥିଲେ କୋରାପୁଟ ଅଗ୍ନିଶମ ବିଭାଗ ଟିମ। ପ୍ରାୟ ଦୁଇ ଘଣ୍ଟା ଧରି ଲୋକ ଙ୍କୁ ସଚେତନ କରାଇଚନ୍ତି ଅଗ୍ନିଶମ ବିଭାଗ।