କଳାହାଣ୍ଡି ଜିଲ୍ଲା ମ,ରାମପୁରର ବିଦୁସ୍ମିତା ସାହୁ ପିସ୍ତଲ ଚାଳନା ରେ ଜାତୀୟ ସ୍ତର ରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଦିଲ୍ଲୀ ରେ ଅନୁଷ୍ଠିତ ୬୮ ତମ ଜାତୀୟ ସ୍ତର ସୁଟିଂ ଚମ୍ପିୟାନସିପ ୧୦ ମିଟର ପନ୍ଦର ବର୍ଷରୁ କମ୍ ଏଆର ପିସ୍ତଲ୍ ଚାଳନା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ଜାତୀୟ ସ୍ତର ରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଡେରାଡୁନ୍ ସ୍ଥିତ ଇକୋଲ୍ ଗ୍ଲୋବାଲ୍ ଗାର୍ଲ୍ସ ଇଣ୍ଟର ନେସନାଲ ସ୍କୁଲ ର ସପ୍ତମ ଶ୍ରେଣୀ ର ଛାତ୍ରୀ ବିଦୁସ୍ମିତା ।