ମହାନଗର ନିଗମ ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ବାଣ ଫୁଟାଇବା ସମୟରେ ଜଳିଗଲା ଜଣେ ବ୍ୟକ୍ତିଙ୍କ ହାତ ପାପୁଲି l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7.30 ସମୟରେ ରାଜୁ ନାମକ ଜଣେ ବ୍ୟକ୍ତି ବାଣ ଫୁଟାଉଥିବା ବେଳେ ହଟାତ ବାଣ ଟି ରାଜୁଙ୍କ ହାତରେ ଫାଟି ଯାଇଥିଲା l ତାଙ୍କୁ ତୁରନ୍ତ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଇ ଛାଡି ଦିଆଯାଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି l