ସୁନ୍ଦରଗଡ ସହର: ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଲୁହୂରାଢିପା ସ୍ଥିତ ସରକାରୀ ନର୍ସିଂ କଲେଜ ସୁନ୍ଦରଗଡ ଠାରେ ବିଶ୍ଵ ଏଡ୍ସ ଦିବସ ପାଳନ ଓ ସଚେତନ ସଭାଯାତ୍ରା
ସୁନ୍ଦରଗଡ ସୋମବାର ଦିନ ୧୦ ଟା ସମୟରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ଲୁହୂରାଢିପା ସରକାରୀ ନର୍ସିଂ କଲେଜ ରେ ବିଶ୍ଵ ଏଡ୍ସ ଦିବସ ପାଳନ ଓ ସଚେତନ ସଭା ଯାତ୍ରା ଅନୁଷ୍ଠିତ