ଆଜି ମାର୍ଚ୍ଚ 12 ତାରିଖ ଗୁରୁବାର ପୁଣି ଥରେ ସୁନ୍ଦରଗଡ ବାସୀଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିଜେଡ଼ି ସୁନ୍ଦରଗଡ ଉଠାଇଛି ସ୍ୱର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଜରିଆରେ ଦେଇଛି ଏହି ଦାବିପତ୍ର। ସୁନ୍ଦରଗଡ ରାଜ ପରିବାର ମୁଖ୍ୟତଃ ରାଜ ଭବାନୀ ଶଙ୍କରଙ୍କ ଦ୍ଵାରା ଦାନ କରାଯାଇଥିବା ସ୍ଥାନରେ ଚାଲୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତାଙ୍କ ଦ୍ଵାରା ଦାନ କରାଯାଇଥିବା ଜାଗାରେ ନିର୍ମାଣ ଓ କାର୍ଯ୍ୟକ୍ଷମ ହୋଇଛି ଏନ୍ ଟି ପି ସି ସରକାରୀ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲ , ମାତ୍ର ରାଜାଙ୍କ ନାମରେ କୌଣସି ଗୋଟିକୁ ନାମିତ କରା ଯାଇ ନାହିଁ। ତେବେ ବର୍ତ୍ତମାନ ଜିଲ୍ଲା ମୁଖ