ଆସିକା: ଅସୁରାଇପଲ୍ଲୀ ନିକଟରୁ ବେଆଇନ ମଦ ପ୍ରସ୍ତୁତ ଭାଟି ଉପରେ ଚଢ଼ାଉ,ବିପୁଳ ପରିମାଣର ପୋଚ ନଷ୍ଟ ସହ ମଦ ଜବତ,ଛଅ ମହିଳା ଗିରଫ
Asika, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ଆସୁରାଇପଲ୍ଲୀ ଗ୍ରାମ ନିକଟରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତ ଭାଟି ଉପରେ ଚଢ଼ାଉ କରିଛି ଅବକାରୀ...