Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ବାରିପଦା ମ୍ୟୁନିସିପାଲଟି: ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଜିଲ୍ଲାର ସ୍ୱାର୍ଥ ସମ୍ବଳିତ ସ୍ମାରକପତ୍ର ପ୍ରଦାନକଲେ ରାଜ୍ୟସଭା ସାଂସଦ ଓ ବିଜେପି ରାଜ୍ୟ.....

ନୂଆଦିଲ୍ଲୀ ଠାରେ ଶୁକ୍ରବାର ଦିନ ପ୍ରାୟ ୪ଟାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ମୟୂରଭଞ୍ଜ ସ୍ୱାର୍ଥ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ବିଜେପିର ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀଙ୍କ ସମେତ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ତେବେ ଦାବୀ ଗୁଡିକୁ ଯଥାଶୀଘ୍ର ପୁରାଣ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିଶୃତି ଦେଇଥିବା ନେଇ ସୂଚନା ମିଳିଛି।

MORE NEWS