ଆସନ୍ତା 2ଦିନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ରେ ତାପମାତ୍ରା 10 ରହିବ ପାଣି ପାଗବିଭାଗର ସୂଚନା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତି ହୋଇଛି ସକାଳୁ 8ଘଣ୍ଟା ପର୍ଯ୍ୟନ୍ତ କୁହୁଡି ଦାଙ୍ଗି ରଖିଛି I ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି I ତେବେ ଜିଲ୍ଲା ରେ ଆସନ୍ତା ଦୁଇଦିନ ଯାଇ 10ଡିଗ୍ରୀ ରହିବ ପାଣିପାଗ ବିଭାଗ ପୂର୍ବମାନ କରିଛି