ଆଜି ଫେବୃଆରି 2 ତାରିଖ ସୋମବାର ସକାଳ 8:20 ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। କୋଇଲା ବୋଝେଇ ଟ୍ରଲର ରାଜପଥକୁ ଧରିବା ବାଟରେ ଘଟିଛି ଏହି ଦୁର୍ଘଟଣା। ତେବେ L & T ରେସ୍କୁ ଟିମ୍ ଦ୍ବାରା ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଏନ୍ ଟି ପି ସି ମେଡିକାଲ କଲେଜ ଆଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି। ସୂଚନା ଅନୁସାରେ ଏହାକୁ ମିଶାଇ ପୂର୍ବରୁ ସମାନ ସ୍ଥାନରେ ଆଉ ଚାରୋଟି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସମ୍ଭବତଃ ରାସ୍ତା ନିର୍ମାଣରେ କିଛି ତୃଟି ଅଛି କିମ୍ୱା କୌଣସି ଦୈବୀ ଶକ୍ତି କିମ୍ବା ଅତୃପ୍ତ ଆତ୍ମାର ପ୍ରଭାବରେ ଏହା ହେଉ ଥିବା ସ୍ଥାନୀୟ ଲୋକେ