Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଭୋଗରାଇ: ଭୋଗରାଇ ରେ ବିଭିନ୍ନ ଜାଗାରେ ପାଣି ନିଷ୍କାସନ ଓ ବନ୍ୟା ନିୟନ୍ତ୍ରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ।

Bhograi, Balasore | Sep 17, 2025
ପାଣି ନିଷ୍କାସନ ଓ ବନ୍ୟା ନିୟନ୍ତ୍ରଣ ଦାବିରେ ତହସିଲଦାର ଙ୍କୁ ଦାବିପତ୍ର ବାଲେଶ୍ୱର ଜିଲ୍ଲାର ଉତ୍ତର ଭୋଗରାଇରେ ବନ୍ୟା ନିୟନ୍ତ୍ରଣ, ଦକ୍ଷିଣ ଭୋଗରାଇ ରେ ଜଳ ନିଷ୍କାସନ ସମସ୍ୟା ର ସ୍ଥାୟୀ ପ୍ରତିକାର ଦାବୀ ରେ ଭୋଗରାଇ SUCI(କମୁନିଷ୍ଟ )ଆଞ୍ଚଳିକ କମିଟି ତରଫରୁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି ଯୁଦ୍ଧ କାଳୀନ ଭିତ୍ତିରେ ଯଦି ଏହି ସମସ୍ୟା ସମାଧାନ ନ ହୁଏ ତାହେଲେ ଆଗାମୀ ଦିନ ରେ ଆନ୍ଦାଳନ କରାଯିବ ବୋଲି ଆହ୍ୱାନ ଦିଆଯାଇଛି l

MORE NEWS