ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର ବ୍ଲକ କୁଲାବିର ଗ୍ରାମପଞ୍ଚାୟତର ଗୁମାଗୁଡା ଗ୍ରାମଠାରେ ଅନୁଷ୍ଠିତ ପୋଡ଼ମରା ଯାତ୍ରାରେ ଯୋଗ ଦେଲେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ। ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏପରି ଯାତ୍ରାର ଆୟୋଜନ ପାଇଁ ଆୟୋଜଙ୍କୁ ସାଧୁବାଦ ଜଣାଇଛନ୍ତି ପଟାଙ୍ଗି ବିଧାୟକ। ରବିବାର ରାତି ୯ ଟା ସମୟରେ ପଟାଙ୍ଗି ବିଧାୟକ ସହ ପୁର୍ବତନ ବିଧାୟକ ପିତମ ପାଢ଼ୀ, କଂଗ୍ରେସ ବରିଷ୍ଠ ନେତା ତଥା ପୁର୍ବତନ ସାଂସଦ ଜୟରାମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ