ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟା ଳୟ ସୂଚନାଅନୁଯାୟୀ ଜଗନ୍ନାଥ ସାହୁଙ୍କ ଅଭିଯୋଗରେ ସେକ୍ଟର ୭ ପୋଲିସ ୨ ଅଭି ଯୁକ୍ତଙ୍କୁ କୋର୍ଟ chala
ଅକ୍ଟୋବର ୧୮ ତାରିଖ ଅପରାହ୍ନ ୫ଟା ସମୟରେ ସେକ୍ଟର ୭ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲେ, ଘଟଣା ଅନୁଯାୟୀ ଘର ନମ୍ବର B/168,ସେକ୍ଟର ୬ର ୬୩ ବର୍ଷୀୟ ଜଗନ୍ନାଥ ସାହୁ, ଚିକିତ୍ସା ପାଇଁ ବାହାରକୁ ଯାଇ ଥିବା ବେଳେ ତାଙ୍କ ଘର ଆଜବେଷ୍ଟସ ଭାଙ୍ଗି ୨୧ ବର୍ଷୀୟ ବବଲୁ ଦାସ, ମାଲଗୋଦାମ ଓ ୨୫ବର୍ଷୀୟ ପ୍ରଦୀପ ଧନୱାର, ମାଲଗୋଦାମ କୁ ସେକ୍ଟର ୭, ପୋଲିସ ଗିରଫ କରିବା ସହ ଚୋରି ସାମଗ୍ରୀକୁ ଜବତ କରିଥିଲେ, ଓ ସେକ୍ଟର ୭ ଥାନା କେସ ନମ୍ବର -୨୩୩ BNS, ରେ କୋର୍ଟ ଚାଲାଣ କରିଥିଲେ