ବୌଦ୍ଧ ସଦର: ଆସନ୍ତାକାଲୀ ବାତ୍ୟା ମନ୍ଥା ପ୍ରଭାବରେ ଝଡ଼ ପବନ ସହିତ ବର୍ଷା ହେବାର ସମ୍ଭାବନା ନେଇ ବୌଦ୍ଧ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଙ୍ଗ ଜାରି
ଆସନ୍ତାକାଲି ବୌଦ୍ଧ ଜିଲ୍ଲାରେ ବାତ୍ୟା ମନ୍ଥା ପ୍ରଭାବରେ ଘଣ୍ଟା ପ୍ରତି ୪୦ରୁ୫୦ କିଲୋମିଟର ବେଗରେ ଝଡ଼ ପବନ, ଘଡ଼ଘଡ଼ି ଓ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଏଲୋ ୱାର୍ଣ୍ଣିଙ୍ଗ କରାଯାଇଛି l ଏନେଇ ଆଜି ଅପରାନ୍ହ ୧୨.୩୦ସମୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଜାରି l