ମାଝୀଗୁଡା ବିଜେପି କାର୍ଯ୍ୟାଳୟ ରେ ପ୍ରଧାନ ମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଦେଖିଲେ ବିଜେପି କର୍ମକର୍ତ୍ତା ଆଜି ରବିବାର ଦିନ 11 ଟାରେ ପ୍ରଧାନମନ୍ତ୍ରୀ ଙ୍କ 127 ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମ କୁ ବିଜେପି କାର୍ଯ୍ୟାଳୟ ସହ କର୍ମକର୍ତ୍ତା ମାନେ ବସି ଦେଖିଥିଲେ ଦେଶ ର ପ୍ରଗତି ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଙ୍କ ର ଏହି ବାର୍ତ୍ତା ଦ୍ୱାରା ଜନ ସାଧାରଣ ଙ୍କ ମନରେ ରାଷ୍ଟ୍ର ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ଜାଗ୍ରତ ହେଉଚି ବୋଲି ମତ ଦେଇଥିଲେ ଦଳୀୟ କର୍ମକର୍ତ୍ତା ମାନେ