ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ପୋଲିସ ଦ୍ୱାରା ଚାରଭାଟି ଅଂଚଳରୁ ନିଶା କଫ ସିରଫ ବିକ୍ରି ଅଭିଯୋଗ,ଜଣେ ଗିରଫ
Sambalpur M, Sambalpur | Sep 12, 2025
ଧନୁପାଲି ପୋଲିସ ଦ୍ୱାରା ନିଶା କଫ ସିରଫ ବିକ୍ରି ଅଭିଯୋଗ ରେ ଜଣେ ଗିରଫ, କଫ ସିରଫ ସହ 43 ହଜ଼ାର 720 ଟଙ୍କା ଜବତ l ମିଳିଥିବା ସୂଚନା ଅନୁସାରେ...