ଦେବଗଡ ଜିଲ୍ଲାରେ ଅବ୍ୟବସ୍ଥା ଭିତରେ ଧାନମଣ୍ଡି ଉଦଘାଟନ ହୋଇଥିବା ଜିଲ୍ଲା କୃଷକ ସଙ୍ଘ ସଭାପତି ପ୍ରମୋଦ ଝାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ବୁଢାପାଳ ଠାରେ ଶୁକ୍ରବାର ଦିନ ୩ ଟାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ପାଖକୁ ଟୋକନ ଆସି ନଥିବା ବେଳେ ଅନେକ ସମସ୍ୟା ରହିଛି । ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚାଷୀ ନେତା ଶ୍ରୀ ଝାଙ୍କର ଚେତାବନୀ ଦେଇଛନ୍ତି ।