ରେଙ୍ଗାଲି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କାଇଁଶିର ରେ ସଡ଼କ ଦୁର୍ଘଟଣା ଜଣେ ମହିଳା ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ ଜଣେ ଯୁବତୀ ଔଷଧ କିଣିବାକୁ ଯାଉଥିବା ସମୟରେ ଜଣେ ବାଇକ ଚାଳକ ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ଯୁବତୀ ଜଣକ ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ପରିବାର ଲୋକେ ସମ୍ବଲପୁର ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଛନ୍ତି l