ରାଉରକେଲା ମ୍ୟୁନିସିପାଲଟି: ଭାରତର ମହାନସ୍ୱାଧୀନତା ସଂଗ୍ରାମୀ ଶହିଦ ଭଗତ ସିଂହଙ୍କର ୧୧୭ତମ ଜୟନ୍ତୀ ଛେଣ୍ଡକଲୋନୀ ସ୍ଥିତ ସହିଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ
ସେପ୍ଟେମ୍ବର ୨୭ତାରିଖ ସକାଳ ୯ଟା ସମୟରେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମି ସହିଦ ଭଗତ ସିଂହଙ୍କର ୧୧୭ ତମ ଜନ୍ମ ଜୟନ୍ତୀ ଅବସରରେ ସି.ପି.ଆଇ.ଏମ. ରାଉରକେଲା ଆଞ୍ଚଳିକ କମିଟି,ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପ୍ରମୁଖ ଛେଣ୍ଡ କଲୋନୀ ସ୍ଥିତ ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,