ଜୁଜୁମୁରା: ଅମିଲିପାଣି ସ୍ଥିତ ଜଙ୍ଘା ବଡଦେଓ ଗୁଡ଼ି ଠାରେ ଗଣ୍ଡ ସମାଜର ନୂତନ କମିଟି ଗଠନ
ଅମିଲିପାଣି ସ୍ଥିତ ଜଙ୍ଘା ବଡଦେଓ ଗୁଡ଼ି ଠାରେ ଗଣ୍ଡ ସମାଜର ନୂତନ କମିଟି ଗଠନ ଶଡ ବଂଶୀୟ ଗଣ୍ଡ ସମାଜ ତରଫରୁ ସୋମବାର ସକାଳେ ଯୁଯୋମୁରା ର ଅମିଲିପାଣି ସ୍ଥିତ ଯୁଯୋମୁରା ଜଙ୍ଘା ବଡଦେଓ ଗୁଡ଼ି ପ୍ରାଙ୍ଗଣରେ ଗଣ୍ଡ ସମାଜର ନୂତନ କମିଟି ଗଠନ କରାଯାଇଛି । ସଭାକୁ ପ୍ରଥମେ ସରୋଜ ଧରୁଆ ଆରମ୍ଭ କରି ଗଣ୍ଡ ସମାଜ ର ମନୋରଞ୍ଜନ ନାଏକ ଙ୍କୁ ସଭା ପରିଚାଳନା ସକାଶେ ଅନୁରୋଧ କରିଥିଲେ l ନୂତନ ସଭାପତି ଭାବେ ଶ୍ରୀ ଭୂପିନ୍ଦର ସିଂହ, ଉପସଭାପତି ଶ୍ରୀ କାଳିଆ ସୁମୂର୍ଥl, ସମ୍ପାଦକ ଶ୍ରୀ ମାଧବ ଧରୁଆ, ଯୁଗ୍ମ ସମ୍ପାଦକ ଶ୍ରୀ ଅଶ୍ୱିନୀ ପ୍ରଧାନ, କୋଷାଧକ୍ଷ ଶ୍ରୀ ବିଶୋକ ମାଝୀ, ସଭାନେତ୍ରୀ ଶ୍ରୀମତୀ ଗୀତାଞ