Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଧରାକୋଟ: ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଗ୍ରାମରୁ ବିପୁଳ ପରିମାଣ ର ବାଣ ସହ ଦୁଇ ଗିରଫ

Dharakote, Ganjam | Oct 18, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଦୀପାବଳି ପୂର୍ବରୁ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ବିଭିନ୍ନ ରକମର ବାଣ ସହ ଦୁଇ ଜଣ ଙ୍କୁ ଗିରଫ କରିଛି ପୋଲିସ | ଆଜି ପାଟପୁର ଥାନା ପୋଲିସ ସିଙ୍ଗିପୁର ଗ୍ରାମ ର ନୂଆସାହି ରେ ବେଆଇନ ଭାବେ ବିକ୍ରି ହେଉଥିଲା ଦୁଇ ବାଣ ଦୋକାନ ଉପରେ ଚଢ଼ାଉ କରିଛି l ବିଶେଷ ସୂତ୍ର ରୁ ଖବର ପାଇ ପାଟପୁର ପୋଲିସ ଚଢାଉକରୀ ବାଣ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି l ଜବତ ବାଣ ର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହେବ l

MORE NEWS