କେନ୍ଦୁଝର ସହର: ଧରଣୀଧର ଭୂୟାଁଙ୍କ ଜନ୍ମ ମାଟି କୁସୁମିତା ଜନ୍ମ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି
ଲିଭି ଯାଉଥିବା ବିପ୍ଳବୀଙ୍କ ଇତିହାସ କୁ ଉଜ୍ଜୀବିତ କରିବା ପାଇଁ ଚାଲିଛି କୁସୁମିତା ରେଜୋରଦାର ପ୍ରସ୍ତୁତି..! ଧରଣୀଧର ଭୂୟାଁଙ୍କ ଜନ୍ମ ମାଟିରେ ଜନ୍ମ ଜୟନ୍ତୀ ଉପଲକ୍ଷେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆଗମନଙ୍କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଟିକିନିଖି ତନଖି..! ମେ ୫ ତାରିଖ, ସମଗ୍ର ରାଜ୍ୟ ଜାଣିବ ଲିଭି ଯାଉଥିବା, ବୁଡ଼ି ଯାଉଥିବା ସଂଗ୍ରାମୀଙ୍କ ସଂଗ୍ରାମର କାହାଣୀ.