ଓରିଏଣ୍ଟ: ଥାଇଲାଣ୍ଡ ରେ ଅନୁଷ୍ଠିତ ସ୍ପୋର୍ଟ୍ସ ଗେମ ରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ଗୋବିନ୍ଦ ଦୁବେ ଙ୍କୁ ବେଲପାହାଡ ପୌରପରିଷଦ ରେ ସମ୍ବର୍ଧନା
ଥାଇଲାଣ୍ଡ ରେ ଅନୁଷ୍ଠିତ ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ଗେମ ରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ଗୋବିନ୍ଦ ଦୁବେ ଙ୍କୁ ବେଲପାହାଡ ପୌରପରିଷଦ ରେ ସମ୍ବର୍ଦ୍ଧିତ କରାଯାଇଛି l ଆଜି ସନ୍ଧ୍ୟା ପ୍ରାୟ ୬ ଟା ୩୦ ରେ ବେଲପାହାଡ଼ ପୌରପରିଷଦ ଓ ବେଲପାହାଡ଼ ଲିଓ ୟୁଥ୍ ଆସୋସିଏସନ୍ ପକ୍ଷରୁ ମିଳିତ ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିରେ ବେଲପାହାଡ଼ ନଗରପାଳ ତଥା ଲିଓ ୟୁଥ୍ ଆସୋସିଏସନର ସଭାପତି ନିମାଇଁ ଚରଣ ପଣ୍ଡା, ସାଧାରଣ ସମ୍ପାଦକ ଦିଲୀପ ପଟ୍ଟନାୟକ, କୋଷାଧ୍ୟକ୍ଷ କମଲେଶ ଶର୍ମା, କାଉନସିଲର କହ୍ନେଇ ଚରଣ ସେଠ, ପୌର କର୍ମଚାରୀ ଦୟାନିଧି ଖମାରୀ ପ୍ରମୁଖ ସାମିଲ ରହି ଗୋବିନ୍ଦଙ୍କୁ ସମ୍ବର୍