ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ ଆଜି ସୋରଡ଼ାର ପିକନିକ ସ୍ପଟ ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ,ହଜାର ହାଜର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି,ପ୍ରଥମ ଥର କରି ଆଜି ସୋରଡ଼ା ରେ ବିଜେପି ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଯେଉଁ ଥିରେ ଜିଲ୍ଲା ୬୪ଓ ୬୩ଜୋନର ପରିଷଦ ଦୁଇ ଜଣ,୯ ଗୋଟି ସରପଞ୍ଚ,୮ଗୋଟି ସମିତି ସଭ୍ୟ ଓ ବ୍ଲକ ଉପାଧ୍ୟକ୍ଷ ସହ ୭୦୦ଉର୍ଦ୍ଧ କର୍ମୀ ଆଜି ବିଜେପି ରେ ଯୋଗ ଦେଇଛନ୍ତି.