ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପଡିଆବାହାଲରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରାକୁ ଉଦଘାଟନ କରିଛନ୍ତି l ଏହି ଅବସରରେ ଅତିଥିଭାବେ ଯୋଗ ଦେଇ ଫିତା କାଟି ବିଧାୟକ ଧନୁଯାତ୍ରା କୁ ଉଦଘାଟନ କରିଥିଲେ l ଏହି ଅବସରରେ ବିଧାୟକ ଙ୍କୁ କମିଟି ଓ ଅଂଚଳବାସୀ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥଲା l ଏ ନେଇ ଆଜି ରାତି 9ଟାରେ ସୂଚନା ମିଳିଛି l