ଦେବଗଡ ଜିଲ୍ଲା ଓ ଦୌରାଜଜ ଆଜି ଏକ ହତ୍ୟା ମାମଲାର ବିଚାର କରି ଗିରଫ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଜି ସନ୍ଧ୍ୟା ୬ ଟାରେ ପ୍ରେସ ବିବୃତୀରେ ଦେଇଥିବା ସୂଚନା ଅନୁଯାୟୀ ୨୦୨୨ ମାର୍ଚ୍ଚ ମାସ ୧୩ ତାରିଖ ଦିନ ବାରକୋଟ ଥାନା ଅନ୍ତର୍ଗତ ଜୟପିଛୁଳା ଗ୍ରାମର ଯୁଧିଷ୍ଠିର ମୁଣ୍ଡା ତାର ସ୍ତ୍ରୀ କୁଡାଣୀ ମୁଣ୍ଡାଙ୍କୁ ଟାଙ୍ଗିଆ ବେଂଟରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।