ମୁଣ୍ଢେର ଠାରେ ଟ୍ରେନ ସମ୍ମୁଖ କୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ , ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅନୁଗୋଳ ସମ୍ବଲପୁର ପୁର୍ବତଟ ରେଳ ଲାଇନ ର ଯୁଯୁମୁରା ନିକଟ ମୁଣ୍ଡେର ଠାରେ ମଙ୍ଗଳବାର ସଂଧ୍ୟାରେ ଟ୍ରେନ ସମ୍ମୁଖ କୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ସମ୍ବଲପୁର ରୁ ସାଲିମାର ଯାଉଥିବା ମହିମା ଗୋସେଇଁ ଟ୍ରେନ ସମ୍ମୁଖରେ ଯୁବତୀ ଜଣକ କୈାଣସି କାରଣରୁ ଡେଇଁ ପଡ଼ିଥିଲା । ଉକ୍ତ ସ୍ଥାନରେ ହାତୀ ଚଳାପଥ ଥିବା