ଅତାବିରା: ସହରାଟିକ୍ରା ମାର୍କେଟରେ ରକ୍ତଦାନ ଶିବିର
ଆଜି ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ ଭେଡେନ ବ୍ଲକ ଅଧିନ ସହରାଟିକ୍ରା ମାର୍କେଟରେ ଭାରତର ପ୍ରଧାନମନ୍ତୀ ନରେନ୍ଦ୍ର ମେଦିକଂ ୭୫ ତମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ବିଡିଓ କର୍ଣ୍ନ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ |