ରାଉରକେଲା ସେକ୍ଟର ୨ ରେ ପୁଣି ଏକ ଘରୁ ଚୋରି । ଶୁକ୍ରବାର ରୁ ହେଲାଣି ଚୋରି। ଘରେ ଚାବି ଦେଇ ବାହାରକୁ ଯାଇଥିଲେ ପରିବାର ଲୋକେ ।ବୁଧବାର ଅପରାହ୍ନରେ ଘରେ ପହଞ୍ଚି ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ପରେ ସେକ୍ଟର ୩ ପୋଲିସ କୁ ଏନେଇ ଖବର ଦେବା ସହ ଅଭିଯୋଗ କରିଥିଲେ। ବୁଧବାର ସଂଧ୍ୟାରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।