ଲାଞ୍ଜିଗଡ: ଜୟପାଟଣା ଉଚ୍ଛଲା ଠାରେ କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ
(ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ)
Lanjigarh, Kalahandi | Sep 6, 2025
ଜୟପାଟଣା ବ୍ଲକ ଅନ୍ତର୍ଗତ କାଳୀକୃଷ୍ଣ ସଂଘ ଉଛଳା ଶାଖା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ନୂଆଖାଇ ପରେ ଜୁହାର ଭେଟ ଏକ ପରମ୍ପରା...