ଧରାକୋଟ: ସରଧାପୁର ପଞ୍ଚାୟତ ରେ ଆଦର୍ଶ ଗାଈ ଗୁହାଳ ଯୋଜନା ନିର୍ମାଣ ରେ ମହା ଘୋଟାଲା,ହିତାଧିକାରୀଙ୍କ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ#jansamasya
Dharakote, Ganjam | Sep 5, 2025
ପଶୁ ପାଳକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସରକାର ଙ୍କ ଆଦର୍ଶ ଗାଈ ଗୁହାଳ ଯୋଜନା ବେଶ ପ୍ରସିଦ୍ଧି ଲାଭ କରିଛି l ଏହି ଯୋଜନା...