ବଡସାହି: ପାଞ୍ଚଭାୟା ଠାରେ ମୁଖ୍ୟ ଦଳରୁ ଅଲଗା ହୋଇ ଜନବସତି ଭିତରକୁ ପଶି ଆସିଲା ବିଶାଳ ଦନ୍ତାହାତୀ, ଘଉଡ଼ାଇବାକୁ ଗଜସାଥୀ ମାନଙ୍କର ପ୍ରୟାସ ଜାରି
Barsahi, Mayurbhanj | Aug 12, 2025
ବେତନଟୀ ରେଞ୍ଜ ଅଧୀନ ପାଞ୍ଚଭାୟା ଠାରେ ମଙ୍ଗଳବାର ରାତି ସାଢେ ଏଗାରଟାରେ ଏକ ଗୋଛଡା ବଣୁଆ ଦନ୍ତାହାତି ମୁଖ୍ୟ ଦଳରୁ ଅଲଗା ହୋଇ ଜନବସତି ଭିତରକୁ...