ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁରୁ ଉତ୍ତେଜନା, ତାତିଲେ ଲୋକେ
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁରୁ ଉତ୍ତେଜନା, ତାତିଲେ ଲୋକେ | ଆଜି 9.45ରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁରୁ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଶହେରୁ ଅଧିକ ଅଟୋ ଡ୍ରାଇଭର ହସ୍ପିଟାଲ ଘେରାଓ କରିଛନ୍ତି । ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତଶିଶୁର ବାପା । କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ଡାକ୍ତରଙ୍କ ଗିରଫ ଦାବିରେ ପ୍ରତିବାଦ କରୁଛନ୍ତି । ସୁରକ୍ଷା ଦୃଷ୍ଟି ରୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି |