କୋଡ଼ିଙ୍ଗା ଥାନା ଏବଂ ନବରଙ୍ଗପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ 3 ବାଇକ ସହ 3 ଗିରଫ ନବରଙ୍ଗପୁର ଅବକାରୀ ବିଭାଗର ବଡ଼ ସଫଳତା । ନବରଙ୍ଗପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ବିଭାଗର ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ତତ୍ତ୍ଵାବଧାନରେ ଚୋରା ମଦ କାରବାରକୁ ରୋକିବା ପାଇଁ ବିଭାଗୀୟ କର୍ମଚାରୀ ମାନଙ୍କ ସହ ମିଶି ୦୩ଗୋଟି ଅବକାରୀ ମାମଲା ରୁଜୁ କରି ୦୩ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ତିନୋଟି ମୋଟର ସାଇକେଲ ଓ ୬୫ଲିଟର ହାତ ରନ୍ଧା ମଦ ଜବତ କରାଯାଇଛି