ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ରେ ମହା ଆଡ଼ମ୍ବର ରେ ଶ୍ରୀ ଗଣେଷ ଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଷାଗୁମୁଡା ରେ ମହା ଆଡ଼ମ୍ବର ରେ ଶ୍ରୀ ଗଣେଷ ଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ କୋଷାଗୁମୁଡ଼ା ବ୍ୟାଙ୍କ କୋଲୋନୀ ବିନାୟକ ୟୁଥ କ୍ଲୋବ ର ୨୫ ତମ ଶ୍ରୀ ଗଣେଶ ପୂଜା ହେଇଥିବା ବେଳେ ବହୁ ସୁନ୍ଦର ଆଲୋକ ରେ ମଣ୍ଡପ କୁ ସଜିତ କରି ଶ୍ରୀ ଗଣେଶ ଙ୍କୁ ସମସ୍ତ ପୂଜା ବିଧି ଅନୁସାରେ ପ୍ରାୟ ୧୯ଦିନ ଧରି ପୂଜା କରି ରବିବାର ଦିନ ବିସର୍ଜନ କରାଯାଇଛି। ସମସ୍ତ ଙ୍କ ମନୋରଞ୍ଜନ ପାଇଁ ପାରମ୍ପରିକ ଆଦିବାସୀ ନାଟକ "ସହ ଶ୍ରଦ୍ଧାଳୁଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା