ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ବଳରାମ ଧୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଘସିପୁରା ଅଗ୍ନିଶମ ବିଭାଗ ଦ୍ଵାରା ଏକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ବିଭିନ୍ନ ଦୁର୍ଘଟଣା ର ମକ୍ ଡ୍ରିଲ ପ୍ରଦର୍ଶନ ଅନୁଷ୍ଠିତ ହେଇଯାଇଅଛି। ଘସିପୁର ଅଗ୍ନିଶମ ବାହିନୀର ସହ ଷ୍ଟେସନ୍ ଅଧିକାରୀ ସୁକାନ୍ତ କୁମାର ନାଥ ତଥା ଅଗ୍ନି ଯୋଦ୍ଧା ହିମାଂଶୁ ସ୍ବାଇଁ, ଚନ୍ଦ୍ରମଣି ପାଢ଼ୀ, ରଣଜିତ୍ ମାଝୀ ମକ୍ ଡ୍ରିଲ ପ୍ରଦଶନ କରିବା ସହିତ ବିଭିନ୍ନ ବିପର୍ଯ୍ୟୟ କିପରି ମୁକାବିଲା ଓ କିପରି ଉଦ୍ଧାର କରିବେ।